ଜାନୁଆରୀ - ମାର୍ଚ୍ଚ ୨୦୨୨

ଜାନୁଆରୀ - ମାର୍ଚ୍ଚ ୨୦୨୨ ସଂଖ୍ୟାର ପ୍ରଚ୍ଛଦପୃଷ୍ଠାରେ ରହିଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ।
Digital (PDF)
INR 50.00

ପତ୍ରିକାର ଜାନୁଆରୀ - ମାର୍ଚ୍ଚ ୨୦୨୨ ସଂଖ୍ୟାର ପ୍ରଚ୍ଛଦପୃଷ୍ଠାଟିକୁ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଉତ୍ସର୍ଗୀକୃତ କରାଯାଇଛି । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନିଧନରେ ଭାରତ ଏକ ରତ୍ନ ହରାଇଛି । ଏହି ସଂଖ୍ୟାରେ ସୁର ଗାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୂର୍ଯ୍ୟ ଦେଓ । ସେହିପରି ଏହି ସଂଖ୍ଯାର ପ୍ରବନ୍ଧ ବିଭାଗରେ ପ୍ରଫେସର ଆଦିକନ୍ଦ ସାହୁ, ଡକ୍ଟର ଦାେଳଗାେବିନ୍ଦ ବିଶି, ଡକ୍ଟର ସନ୍ତାେଷ କୁମାର ନାୟକ, ଗୁପ୍ତେଶ୍ବର ମାଝୀ, ଡ. ମିତାଲି ମଧୁସ୍ମିତା ମହାନ୍ତିଙ୍କ ପ୍ରବନ୍ଧସମୂହ ରହିଥିବାବେଳେ ସ୍ବପ୍ନା ମିଶ୍ର, ଅବଦୁଲ୍ ଓସିଦ୍ ଖାଁ, ଡା. ଅନୀତା ପଣ୍ଡା, ପ୍ରତାପ ବିଶ୍ବାଳ ପ୍ରମୁଖଙ୍କ ଗପ ରହିଛି । ସେହିପରି ଆତ୍ମକଥାରେ ରତ୍ନାକର ଚଇନିଙ୍କ ଜୀବନ କମାରଶାଳ ରହିଛି । ଏତଦ୍ ବ୍ୟତୀତ ଏହି ସଂଖ୍ଯାରେ ଅନେକ କବିତା, ପୁସ୍ତକ ସମୀକ୍ଷା ଓ ଭ୍ରମଣ କାହାଣୀ ସବୁ ରହିଛି ।

Report an Error