ଜାନୁଆରୀ - ମାର୍ଚ୍ଚ ୨୦୦୦

ଉଣେଇଶ ଅନେଶତ ମହାବାତ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂଖ୍ଯାରେ ରହିଛି ପ୍ରଳୟର ପ୍ରଚ୍ଛଦରେ ଆମେ ଓ ଆମ ଓଡ଼ିଶା |
Digital (PDF)
INR 50.00

ପତ୍ରିକାର ଏହି ସଂଖ୍ଯାରେ ରହିଛି - ବାତ୍ଯାକୁ ନେଇ କିଛି ବୁଦ୍ଧିଜୀବୀ ଓ ରାଜନୀତିଜ୍ଞଙ୍କ ସହ ସାକ୍ଷାତକାର, ବାତ୍ଯାର ଧାରା ୧୮୩୮ରୁ ୧୯୯୯ । ସେହିପରି ଗଳ୍ପଭାଗରେ ପ୍ରଭାତ ସିହ୍ନାଙ୍କ ରିଲିଫ୍ ମାଗୁନାହିଁ, ଶୁଭଦର୍ଶନ ମିଶ୍ରଙ୍କ ଏକ ଅଳିଆ ଗଦାର ଆତ୍ମବୃତ୍ତାନ୍ତ, ଶାନ୍ତନୁ କୁମାର ଦାଶଙ୍କ ଭଡ଼ା, ଜୟନ୍ତ କୁମାର ପୃଷ୍ଟିଙ୍କ ମହାବାତ୍ଯା, ମହାଶ୍ବେତା ସାହୁଙ୍କ ଅଭିସମ୍ପାତ୍ ର ନାୟକ, ହରେକୃଷ୍ଣ ବରାଳଙ୍କ ଖୋଳପା, ଡ. ଶ୍ରୀକାନ୍ତ ଦାସଙ୍କ ବ୍ଯବଧାନ ଆଦି ରହିଛି । ଆହୁରି ମଧ୍ଯ ଏହି ସଂଖ୍ଯାରେ ପ୍ରବନ୍ଧ, କବିତା, ରମ୍ଯରଚନା, ଆତ୍ମଜୀବନୀ, ଆଇନା, ସ୍ବାସ୍ଥ୍ଯ, ସମୀକ୍ଷା ଓ ଶେଷକବିତା ଆଦି ରହିଛି ।

Report an Error