ଜାନୁଆରୀ - ମାର୍ଚ୍ଚ ୧୯୯୭

ଏଥରର ସଂଖ୍ଯାରେ ସମ୍ପାଦକୀୟରେ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଦୁର୍ଗାମାଧବ ମିଶ୍ର,ବିଭୁତି ଭୂଷଣ ତ୍ରିପାଠୀଙ୍କ ପାଇଁ ଶୋକଞ୍ଜଳି ରହିଥିବାବେଳେ ମୁଖ୍ୟ ପ୍ରସଙ୍ଗରେ ଶଙ୍କର୍ଷଣ ସାମଲଙ୍କ ଦ୍ବାରା ରଚିତ ନିରବ କବି ସିଏ ଗୌରବ ରବି ଆଦି ରହିଛି ।
Digital (PDF)
INR 25.00

ସେହିପରି ପ୍ରବନ୍ଧରେ - ଗିରିଶ ଚନ୍ଦ୍ର ମହାନ୍ତି, ଡ଼ଃ ମହେନ୍ଦ୍ର କୁମାର ମିଶ୍ର, ଡ଼ଃ ମିନାକ୍ଷୀ ଦାସ, ଯୋଗୀନ୍ଦ୍ର ନାଥ ପାଇକରାୟଙ୍କ ଲେଖାମାନ ରହିଥିବାବେଳେ ଅଜୟ ସ୍ୱାଇଁ, ଅଶୋକ କୁମାର ତ୍ରିପାଠୀ, କିଶୁ ପୃଷ୍ଟି, ସୁପ୍ରିୟା ପାଲ, ଅକ୍ଷୟ ପାଳ, ଦିଲ୍ଲୀପ କୁମାର ସାହାଣୀଙ୍କ ଗଳ୍ପମାନ ରହିଛି ।
ବ୍ୟକ୍ତିତ୍ୱରେ - ସହିଦ ଦିବାକରଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିବାବେଳେ ସିନେମା, ସାହିତ୍ଯ ଓ ସମାଜକୁ ନେଇ ଜାକୀର ଖାନ୍ ଙ୍କ ଆଲେଖ୍ଯ ରହିଛି । ମନମୋହନ ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, ଧୁନ ଖୁଣ୍ଟିଆ, ଯଜ୍ଞେଶ୍ୱର ବିଶି, ଇଂ ସତ୍ୟବ୍ରତ ରଥ, ଅଣିମା ଦାସ, ଅର୍ଣ୍ଣପୁରଣ ମହାନ୍ତି, ସନାତନ ବେହେରା, ଶଂକରଲାଲ ପୁରୋହିତ, ଯଯାତି ସାହୁ, ଶିବ ନାରାୟଣ ସ୍ୱାଇଁ, ସ୍ବପ୍ନା ମିଶ୍ର, ଅୟସ କାନ୍ତ, ଦୋଳମଣୀ କନ୍ଧେଇ, ମାଧୁରୀ ପଣ୍ଡା, ଚିତ୍ର ମହାପାତ୍ର, ଜଳନ୍ଧର ସ୍ୱାଇଁ, ମନମୋହନ ଆଚାର୍ଯ୍ୟ ଓ କବି ପ୍ରସନ୍ନ ପାଟ୍ଟଶାଣୀ ଆଦିଙ୍କ କବିତାସବୁ ରହିଛି । ଭ୍ରମଣରେ ଗୌରହରି ଦାସଙ୍କ ଆମେରିକା ଅନୁଭୂତି ରହିଥିବାବେଳେ ପୁସ୍ତକ ସମୀକ୍ଷାରେ ଗୋପୀନାଥ ମହାନ୍ତିଙ୍କ ତିନିକାଳ, ବସନ୍ତ ଶତପଥୀଙ୍କ ମେଜର ଅପରେସନ୍, ପ୍ରଭାତ ମହାପାତ୍ରଙ୍କ ମାର୍ଫତ୍ ନିରବଧିକାଳ ଓ ଅର୍ଚ୍ଚନା ନାୟକଙ୍କ ଅରଣ୍ଯ ଅଭିସାର ଆଦି ପୁସ୍ତକର ସମୀକ୍ଷା ରହିଛି ।

Report an Error