ଜାନୁଆରୀ - ମାର୍ଚ୍ଚ ୧୯୯୬

ଏହି ସଂଖ୍ଯାର ମୁଖ୍ଯ ଆକର୍ଷଣରେ ରହିଛି ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହଙ୍କ ବିଶେଷ ଗଳ୍ପ ‘ସୃଷ୍ଟିର ଇତିବୃତ୍ତି’ ଓ ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ । ଆହୁରି ମଧ୍ୟ ଏଥିରେ ସାହିତ୍ଯ - ୧୯୯୫କୁ ନେଇ ଶଶାଙ୍କ ଚୂଡ଼ାମଣିଙ୍କ ଏକ ବିଶେଷ ପ୍ରସ୍ତୁତି ରହିଛି ।
Digital (PDF)
INR 25.00

ଏ ସଂଖ୍ୟାରେ ପ୍ରବନ୍ଧରେ ଡ଼. ଦିଲ୍ଲୀପ କୁମାର ନାୟକ, ସୌଦାମିନୀ ନନ୍ଦ, ନକୁଳ ଚନ୍ଦ୍ର ବେହେରାଙ୍କ ଆଲେଖ୍ଯ ରହିଥିବାବେଳେ ଗଳ୍ପରେ ଜ୍ୟୋତି ନନ୍ଦ, ଭୀମ ପୃଷ୍ଟି, ରଞ୍ଜନ କୁମାର ବରାଳ, କିଶୋର ଚନ୍ଦ୍ର ସାହୁ ଆକାଶଙ୍କ ଲେଖା ସ୍ଥାନ ପାଇଛି | ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହଙ୍କ ବିଶେଷ ଗଳ୍ପ ସୃଷ୍ଟିର ଇତିବୃତ୍ତି, ପ୍ରଦୀପ ଶ୍ରୀଚନ୍ଦନଙ୍କ ଅନୁବାଦ ଗଳ୍ପ, ସନ୍ଧ୍ୟା ମହାନ୍ତିଙ୍କ ଉପନ୍ୟାସ 'ମେଘ ମୁକ୍ତି' ଆଦି ରହିଛି । ସେହିପରି ପ୍ରହରାଜ ସତ୍ୟ ନାରାୟଣ ନନ୍ଦ, ଡ଼ଃ ହିମାଂଶୁ କୁମାର ପଟ୍ଟନାୟକ,ରୋହିଣୀ କାନ୍ତ ମୁଖାର୍ଜୀ, ନିରଞ୍ଜନ ଜେନା, ଅଖିଳ ନାୟକ, ଚିତ୍ତ ମହାପାତ୍ର, ପ୍ରବାହ ରଞ୍ଜନ, ଇନ୍ଦିରା ଦାଶ, ସୁବ୍ରତ କୁମାର ଦାସ, ଡ଼ଃ କାର୍ତିକ ଚନ୍ଦ୍ର ଦାସଙ୍କ କବିତା ରହିଛି । ଡ଼ଃ ମନୋରମା ବିଶ୍ୱାଳ ମହାପାତ୍ରଙ୍କ ଭ୍ରମଣ କାହାଣୀ, କ୍ଷୀରୋଦ ପରିଡାଙ୍କ ମାଟି ଓ ବାଲିର ସୃଜନ ସହିତ ଏହି ସଂଖ୍ଯାରେ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ଶେଷ କବିତା ଏଇଠୁ ଆରମ୍ଭ ରହିଛି । ପୁସ୍ତକ ସମୀକ୍ଷାରେ କବି ସଂଗ୍ରାମ ମିଶ୍ରଙ୍କ ‘ମୃଗତୃଷ୍ଣାର ଛାଇ’ ଆଦି ରହିଛି ।

Report an Error