ଜାନୁଆରୀ - ଫେବୃଆରୀ ୨୦୧୫

ବିଶିଷ୍ଟ କବି ଓ ଲେଖକମାନଙ୍କ ସୃଷ୍ଟି - ସମ୍ଭାରକୁ ନେଇ ସମୃଦ୍ଧ ପତ୍ରିକାର ଜାନୁଆରୀ - ଫେବୃଆରୀ ୨୦୧୫ ସଂଖ୍ଯାଟି ।
Digital (PDF)
INR 50.00

ଜାନୁଆରୀ - ଫେବୃଆରୀ ୨୦୧୫ ସଂଖ୍ଯାର ସମ୍ପାଦକୀୟରେ ରହିଛି - ଆମ ଭାଷା ଆମ ସାହିତ୍ଯ - ସମ୍ପର୍କର ସେତୁ । ସୁରସିଂହ ପଟ୍ଟନାୟକଙ୍କ 'ଚିରକାଳର ବର୍ତ୍ତମାନ ଗରିମାମୟ ମଧୁସୂଦନ', ଡ.କୃଷ୍ଣଚନ୍ଦ୍ର ଭୂୟାଁଙ୍କ 'କଲିକତାରେ ଓଡିଆ ସମାଜ ଓ ସଙ୍ଗଠନ', ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ 'ଓଡିଆ ଯୁବଲେଖକ ସମ୍ମିଳନୀ ତିକ୍ତ ଅଭିଜ୍ଞତା', ନିର୍ମଳା କୁମାରୀ ମହାପାତ୍ରଙ୍କ 'କବି ମାନସିଂହଙ୍କ ଲେଖନୀରେ “ବିବାହ”, ଡକ୍ଟର ଲାବଣ୍ୟଚନ୍ଦ୍ର ସାହୁଙ୍କ 'ପ୍ରାଚୀନ ଓଡ଼ିଶାରେ ତନ୍ତ୍ରବାଦ, ଗୁଣିଗାରେଡି ପଦ ଓ ନିତେଇ ଧୋବଣୀ ପ୍ରସଙ୍ଗ' ଆଦି ଏହି ସଂଖ୍ଯାର ପ୍ରବନ୍ଧ ବିଭାଗରେ ରହିଥିବାବେଳେ ଗଳ୍ପ ବିଭାଗରେ ରହିଛି - ଡକ୍ଟର ଅବ୍‍ଦୁଲ୍‍ ଓସିଦ୍‍ଖାଁଙ୍କ 'ଝାଡୁ', ସୁରେନ୍ଦ୍ର ପ୍ରସାଦ ପଣ୍ଡାଙ୍କ 'ଦେବଦର୍ଶନ', ଅଶୋକ ସିଂଙ୍କ 'ନିର୍ବାସନରେ ନିରଞ୍ଜନା' ଆଦି ।

ଏଥିରେ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପ୍ରତିଭା ଶତପଥୀ, ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଶ୍ରୀହରି ଧଳ, ପ୍ରଶାନ୍ତ ମହାନ୍ତି, ସଂଜିତ୍ କୁମାର ବଳ, ସୁଭାଷ ଚନ୍ଦ୍ର ଦାଶ, ରଂଜନ ପ୍ରଧାନ, ଅଧିକାରୀ ସ୍ବାଇଁ, ଯାେଗେନ୍ଦ୍ର କୁମାର ନାୟକ, ସାମ୍ପ୍ରତିକ ଜୀବନ - ଚିତ୍ର, ସନାତନ ବେହେରା, ଗୌରାଙ୍ଗ ଚନ୍ଦ୍ର ଦାଶ, ପଞ୍ଚାନନ ମିଶ୍ର, ଡ. ନିବେଦିତା ମହାନ୍ତି, ପ୍ରେମାନନ୍ଦ ଖଣ୍ଡୁଆଳ, ଶକୁନ୍ତଳା ମିଶ୍ର, ଖଗେଶ୍ବର ମହତାବ, ପ୍ରଫେସର ଅଭିନ୍ନ ସାହୁ, କୁଳମଣି ମେହେରଙ୍କ କବିତା ରହିଥିବାବେଳେ ବାବାଜୀ ଚରଣ ଜେନା, ବିମଳା ସିଂହ, ହଂସନାଥ ମୁଦୁଲି, ମାନସ ରଂଜନ ପଟ୍ଟନାୟକ, ବାମଦେବ ସ୍ବାଇଁଙ୍କ ଗୀତିକବିତା ରହିଛି । ସ୍ମୃତି ଅନୁଭୂତିରେ ଡାକ୍ତର ବିକ୍ରମ ଦାସଙ୍କ 'ମୋ ଅଗ୍ରଜ' ଦୃଷ୍ଟି ଆକର୍ଷଣ କରିବ ନିଶ୍ଚୟ ।

ସେହିପରି ଏହି ସଂଖ୍ଯାରେ ରହିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ତତ୍କାଳୀନ ବିଶେଷ ରିଲିଫ କମିଶନର ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କ ସହ ବିଶେଷ ସାକ୍ଷାତକାର । ଆଇନାରେ ସୁଧା ଦାଶଙ୍କ ବିଶେଷ ପ୍ରସ୍ତୁତି 'ମାଟିର ନାନାବାୟା ଓ ବିଭାେର କବି', ପର୍ଯ୍ଯଟନରେ ବିଜୟ କେତନ ପଟ୍ଟନାୟକଙ୍କ 'ଚିଲିକା' ଆଦି ରହିଛି ।

Report an Error