ଗଦ୍ଯାନୁରାଗ

ବିଶିଷ୍ଟ ଲେଖକ ଏମ୍‌.ଏ. ୱହିଦଙ୍କର ବିବିଧ ରଚନାତ୍ମକ କାର୍ଯ୍ୟରେ ଅଭିଜ୍ଞତା, ଶିକ୍ଷାଦାନ କ୍ଷେତ୍ରରେ କଳା - କୌଶଳର ପ୍ରୟୋଗ କ୍ଷେତ୍ର ତଥା ତାଙ୍କ ରଚିତ ପ୍ରବନ୍ଧ, ଜୀବନୀ, ଭ୍ରମଣକାହାଣୀ, ଗଳ୍ପ ଆଦିର ସମାବେଶ ହେଉଛି ‘ଗଦ୍ୟାନୁରାଗ’ ।
Author: ଏମ୍‌.ଏ. ୱହିଦ୍
Digital (PDF)
INR 200.00

‘ଗଦ୍ୟାନୁରାଗ’ ର ବିଷୟବସ୍ତୁ ଗୁଡ଼ିକ କ୍ଷଣିକ ଭାବରେ ଦୃଷ୍ଟି ଆକର୍ଷଣ କରି ଚିନ୍ତାର ବିଷୟରେ ପରିଣତ ହୁଏ ଏବଂ ପ୍ରତ୍ୟେକ ବିଷୟ ବ୍ୟକ୍ତିଗତ ସମ୍ପର୍କର ରୂପନିଏ । ଏହି ବ୍ୟକ୍ତିଗତ ମନନଶୀଳତା ପ୍ରତ୍ୟେକ ବିଷୟରେ ପରିପୂର୍ଣ୍ଣତା ପ୍ରଦାନ କରେ । ବିଭିନ୍ନ ବିଷୟ ଜୀବନର ଏକ ଏକ ଅଭିଜ୍ଞତା ରୂପେ ପାଠକ ମାନଙ୍କୁ ନିଜର ସମଧର୍ମୀ ଅଭିଜ୍ଞତାର ପୁଲକ ପ୍ରଦାନ କରେ ।

Report an Error