ଫେବୃଆରୀ - ମାର୍ଚ୍ଚ ୨୦୨୧

ପତ୍ରିକାର ଫେବୃଆରୀ - ମାର୍ଚ୍ଚ ୨୦୨୧ ସଂଖ୍ଯାଟିକୁ କୋଭିଡ୍‍-୧୯ ସ୍ୱତନ୍ତ୍ର ସଂଖ୍ଯା ରୂପେ ପ୍ରକାଶ କରାଯାଇଛି ।
Digital (PDF)
INR 50.00

କୋଭିଡ୍ ମହାମାରୀ ଏକ ଆତଙ୍କମୟ ପରିସ୍ଥିତି ସୃଷ୍ଟି କରିଥିଲା । କରୋନା ବିରୋଧରେ ସମଗ୍ର ମାନବ ଜାତିର ଲଢ଼େଇ ଇତିହାସରେ ବହୁ ପୃଷ୍ଠା ଆବୋରି ବସିଛି । ଏହି ବୈଶ୍ବିକ ମହାମାରୀ କାଳରେ ଓଡ଼ିଶାର ନିର୍ଣ୍ଣାୟକ ଲଢ଼େଇରେ ଯେଉଁମାନେ ଅଗ୍ରଣୀ ଭୂମିକାରେ ଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଭେଟି ବିଶ୍ୱମୁକ୍ତି ବିଶେଷ ସମ୍ମାନ ଜଣାଇଥିଲା । କରୋନାକାଳର ସେହି ନାୟକମାନଙ୍କ ଏକ ସାକ୍ଷାତକାରକୁ ନେଇ ଏହି ସଂଖ୍ଯାରେ ରହିଛି ଏକ ବିଶେଷ ପ୍ରସ୍ତୁତି 'ଏକ ଯୁଦ୍ଧର ଦସ୍ତାବିଜ୍' । ସେହିପରି ଏହି ସଂଖ୍ଯାରେ ସବୁଥର ପରି ରହିଛି ଗପ, ପ୍ରବନ୍ଧ, କବିତା, ଗୀତିକବିତା, ଭ୍ରମଣ ଓ ସମୀକ୍ଷା ପରି ଆହୁରି ଅନେକ କିଛି ।

Report an Error