ଫେବୃଆରୀ - ମାର୍ଚ୍ଚ ୨୦୦୬

ଏହି ସଂଖ୍ୟାଟି ସମର କଳା ବିଶେଷାଙ୍କ ଅଟେ | ଏଥିରେ ଆମ ସମର କଳା ଓ ଆମ ସଂସ୍କୃତି, ଖୋର୍ଦ୍ଧା ଇତିହାସ ଓ ପାଇକମାନଙ୍କ ବୀରତ୍ୱ କାହାଣୀ ମାନ ରହିଛି |
Digital (PDF)
INR 25.00

ସମର କଳା ବିଶେଷାଙ୍କ ରୂପେ ପ୍ରକାଶିତ ଏହୁ ସଂଖ୍ଯାରେ ରହିଛି - ସମର ତରଙ୍ଗ - ବ୍ରଜରାଜ ବଡ଼ଜେନା, ଖୋର୍ଦ୍ଧା ଇତିହାସରେ ଓଡିଶା - ଫକୀର ହରିଚନ୍ଦନ, ଓଡ଼ିଶାର ପାଇକ ସଂପ୍ରଦାୟ - ପ୍ର .ଜଗନ୍ନାଥ ପଟ୍ଟନାୟକ, ଓଡ଼ିଆ ସମର ବିଜ୍ଞାନ କାବ୍ୟ ପାଇକ ଖେଦା - ଧୁରବ ଚରଣ ଜୟସିଂ ପାଇକରାୟ, ବାସ୍ତବ ସମର ବା ସଂଗ୍ରାମ ଆଧାରିତ କାବ୍ୟ - ଡ .ଲକ୍ଷ୍ମୀ ନାରାୟଣ ରାୟ ସିଂ, ଓଡ଼ିଶାର ସାମରିକ କଳା - ରବୀନ୍ଦ୍ର ମୋହନ ସେନାପତି, ଖୋର୍ଦ୍ଧାର ପାଇକ ବିଦ୍ରୋହ - ବ୍ରଜ ପାଇକରାୟ, ବନାଟି - ଏକ ବିହଙ୍ଗବଲୋକନ - ସୁରେନ୍ଦ୍ର ନାରାୟଣ ମିଶ୍ର, ପ୍ରାଚୀନ ସମର କଳାର କ୍ରୀଡା ପ୍ରାସଙ୍ଗିକତା ସ୍ମୃତି ଓ ଅନୁଭୂତି - କେଦାର ଦାସ ।

ଏହି ସଂଖ୍ଯାର ସ୍ଵାଗତିକ ପତି, ଭଗବାନ ମହାନ୍ତି , ଡ଼ଃ ସୋମା ଚାନ୍ଦ, ରମେଶ ପତ୍ରୀଙ୍କ ପ୍ରବନ୍ଧ ରହିଥିବାବେଳେ ବ୍ୟକ୍ତିତ୍ୱରେ ଗଣିତ ଜଗତର ବିସ୍ମୟ ପ୍ରତିଭା - ରାମାନୁଜନ ରହିଛି | ସୃଜନ ଆଳାପରେ ରହିଛନ୍ତି ମହାପାତ୍ର ନୀଳମଣି ସାହୁ । ଚର୍ଚ୍ଚାରେ - ପୁରସ୍କାର ପୋଷ୍ଟମର୍ଟମ ପାର୍ଶ୍ୱ ପ୍ରତିକ୍ରିୟା ।

ବିପିନ ବିହାରୀ ମିଶ୍ର, ରବି ପଣ୍ଡା, ଆନନ୍ଦ ଚନ୍ଦ୍ର ପହି, ଦିବାକର ମାନସିଂହ, କୁମୁଦିନୀ ପଣ୍ଡାଙ୍କ ଗଳ୍ପ ରହିଥିବାବେଳେ ଡ ପ୍ରସନ୍ନ ପାଟଶାଣୀ, ଗିରିଜା କୁମାର ବଳିୟାର ସିଂ, ପବିତ୍ର ମମୋହନ ଦାଶ, ରତ୍ନାକର ରାଉତ, ସୁରେନ୍ଦ୍ର ଖୁଣ୍ଟିଆ, ଶରତ ନାୟକ, ଅକ୍ଷୟ ବେହେରା, ଦିପ୍ତିମୟୀ ପ୍ରଧାନ, ଖିରୋଦ ପରିଡା, ରମାକାନ୍ତ ଗୋଛାୟତ, ଯୋଗୀନ୍ଦ୍ର ନାଥ ପାଇକରାୟ, ଅଧ୍ୟାପକ ବିଶ୍ୱରଂଜନଙ୍କ କବିତାମାନ ରହିଛି । ଆହୁରି ମଧ୍ୟ ଏହି ସଂଖ୍ଯାରେ ଗୁଲଜାର୍, ଅମିତାଭ ଶଙ୍କର ରାୟଙ୍କ କବିତାର ଅନୁବାଦ ରହିଛି । ପୁସ୍ତକ ସମୀକ୍ଷାରେ ପିନାକୀ ମିଶ୍ରଙ୍କ ପୁସ୍ତକ ଲକ୍ଷେ ତପସ୍ୟାର ରାତି ଓ ଫୁଲଫୁଟା ସକାଳ ଆଦି ପତ୍ରିକାର କଳେବରକୁ ବେଶ୍ ସମୃଦ୍ଧ କରିଛି ।

Report an Error