ଏଇଠୁ ଆରମ୍ଭ

ସନ୍ନ୍ଯାସୀର ବୈରାଗ୍ଯ ଓ ସଂସାରୀର ଆସକ୍ତିର ଅପୂର୍ବ ସମନ୍ବୟ ପ୍ରସନ୍ନଙ୍କ - ଏଇଠୁ ଆରମ୍ଭ ।
ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ
Digital (PDF)
INR 100.00

ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ । ସେ ବିସ୍ମୟର ବ୍ଯାକରଣ । ସୃଜନର ନୂତନ ପ୍ରତିଶବ୍ଦ । ନେତୃତ୍ବର ନବ ପର୍ବ । ସେ ଏକ ପ୍ରତିଭାର ପ୍ରମତ୍ତ ପର୍ବ । ସୃଜନର ସମସ୍ତ ଦିଗ ଓ ଦିଗନ୍ତକୁ ସ୍ପର୍ଶ କରିଛି ତାଙ୍କର ପ୍ରତିଭା । କବିତାରୁ ଗପ ଓ ଉପନ୍ଯାସ ପର୍ଯ୍ଯନ୍ତ ତାଙ୍କର ବ୍ଯାପ୍ତି ଓ ଦ୍ଯୁତି । ସବୁ ଚିତ୍ରରେ ସେ ଚରିତ୍ର, ସବୁ ଦୃଶ୍ଯରେ ସେ ଉପଦୃଶ୍ଯ । ସୃଜନ କ୍ରିୟାରେ ସେ ମିଶିଛନ୍ତି ଅନ୍ଧାର ଯେମିତି ମିଶିଯାଏ ଆଲୁଅରେ, ଆତ୍ମା ଯେମିତି ପରମାତ୍ମାରେ । ଭାଷାରେ, ଭାବରେ, ରୂପରେ, ରସରେ ସେ ଆଣିଛନ୍ତି ଏକ ନୂତନ ସ୍ବାକ୍ଷର ।

Report an Error