ଡଷ୍ଟବିନ୍ ଚାଇଲ୍‌ଡ

କଥାକାର ଶ୍ରୀ ବଳରାମ ଦାଶଙ୍କ ଉପନ୍ଯାସ 'ଡଷ୍ଟବିନ୍ ଚାଇଲ୍‌ଡ' ସତ୍ୟ ଘଟଣା ଉପରେ ଆଧାରିତ |
Author: ବଳରାମ ଦାଶ
Digital (PDF)
INR 50.00

କଥାକାର ଶ୍ରୀ ବଳରାମ ଦାଶ, ସାହିତ୍ଯର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ତାଙ୍କର ସାରସ୍ବତ କୃତି ମଧ୍ୟରେ ରହିଛି - 'ସୁନ୍ଦରୀ', 'ଦକ୍ଷିଣେଶ୍ବର ଜଣାଣ', 'ନିର୍ବାସିତା ନାଟକ ', 'ରାବଣ ନାଟକ', 'ପ୍ରାଚୀମାହାତ୍ମ୍ଯ', 'ଜନକ ନନ୍ଦିନୀ', 'ମହାଭାରତରେ ନାରୀ', 'କୂଳବଧୂ ଉପନ୍ୟାସ', 'ଅନ୍ତର୍ଦାହ ଉପନ୍ୟାସ ଇତ୍ୟାଦି |

ଏହି ଉପନ୍ଯାସରେ ସମାଜର ପ୍ରଚ୍ଛଦରେ ଘଟୁଥିବା ଘଟଣାର ଚିତ୍ର ଓ ଚରିତ୍ରର ବର୍ଣ୍ଣନା ଅତି ସୁନ୍ଦର ଭାବରେ କରାଯାଇଛି । ଏହା ପାଠକମାନଙ୍କୁ ମୋହାଚ୍ଛନ୍ନ କରି ରଖିବ ନିଶ୍ଚୟ ।

Report an Error