ଦୃଶ୍ୟାନ୍ତର

ବ୍ରହ୍ମାନନ୍ଦ ବେହେରାଙ୍କ କବିତା ସଂକଳନ 'ଦୃଶ୍ୟାନ୍ତର' । ଏହି ପୁସ୍ତକଟି ବିଭିନ୍ନ ସ୍ଥାନରେ ଥିବାବେଳେ ଲେଖିଥିବା କବିତା ଗୁଡିକର ସମାହାର |
Author: ବ୍ରହ୍ମାନନ୍ଦ ବେହେରା
Digital (PDF)
INR 150.00

ଶ୍ରୀ ବ୍ରହ୍ମାନନ୍ଦ ବେହେରା ୧୯୬୩ ମସିହାରେ ବାଲିକୁଦା ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ | ସେ ଅଶୀ ଦଶକରୁ ହାଇସ୍କୁଲ ପଢିବା ସମୟରୁ କବିତା ଲେଖିବା ଆରମ୍ଭ କରିଥିଲେ | ତାଙ୍କର ବହୁ କବିତା ସଂକଳନ, ଗଳ୍ପ ସଂକଳନ, ଭ୍ରମଣ କାହାଣୀ, ଉପନ୍ୟାସ ଓ ସମୀକ୍ଷା ପୁସ୍ତକ ପ୍ରକାଶ ପାଇ ଲୋକାଦୃତ ହୋଇଛି |

Report an Error