ଅଗଷ୍ଟ - ସେପ୍ଟେମ୍ବର ୨୦୨୧

ପତ୍ରିକାର ୨୬ତମ ବାର୍ଷିକ ବିଶେଷାଙ୍କର ପ୍ରସଙ୍ଗ ରହିଥିଲା ଆମ ଶିକ୍ଷା ବ୍ଯବସ୍ଥା ଓ ନୂଆ ଜାତୀୟ ଶିକ୍ଷାନୀତି ।
Digital (PDF)
INR 50.00

ପତ୍ରିକାର ଅଗଷ୍ଟ - ସେପ୍ଟେମ୍ବର ୨୦୨୧ ସଂଖ୍ୟାର ମୁଖ୍ୟ ପ୍ରସଙ୍ଗ ରହିଥିଲା ଆମ ଶିକ୍ଷା ବ୍ଯବସ୍ଥା ଓ ନୂଆ ଜାତୀୟ ଶିକ୍ଷାନୀତି । ଏହି ପ୍ରସଙ୍ଗରେ ବିଶିଷ୍ଟ ଶିକ୍ଷାବିତମାନଙ୍କର ଏକ ପ୍ରଶ୍ନୋତ୍ତରକୁ ଏଥିରେ ସ୍ଥାନିତ କରାଯାଇଛି । ଏହି ସଂଖ୍ଯାରେ ଡ. ମନାେରଞ୍ଜନ ବିଷାେୟୀ, ଡ. ପ୍ରମୋଦିନୀ ଜେନା, ସଂଘମିତ୍ରା ବେହେରା, ଜଗନ୍ନାଥ ଦୀପ୍, ଗଣେଷ ତ୍ରିପାଠୀ, ସସ୍ମିତା ପାଣି, ପ୍ରଦୀପ କୁମାର ସ୍ବାଇଁଙ୍କ ପ୍ରବନ୍ଧ ରହିଥିବାବେଳେ ସୁଲେଖା ସାମନ୍ତରାୟ, ଆଭାଞ୍ଜଳୀ ଶତପଥୀ, ଡ. କାହ୍ନୁଚରଣ ଶତପଥୀ, କୈଳାସ ବେହେରାଙ୍କ ଗପ, ଡକ୍ଟର ଅଜୟ କୁମାର ମିଶ୍ରଙ୍କ ସହ ଏକ ସାକ୍ଷାତକାର ସହ ସ୍ବାସ୍ଥ୍ଯ, ଭ୍ରମଣ, ଯାେଗଦର୍ଶନ, ସାମ୍ପ୍ରତିକୀ, କବିତା, ଗୀତିକବିତା, ରମ୍ଯରଚନା, ଅନୁବାଦ ଗପ ରହିଛି । ଆହୁରି ମଧ୍ୟ ଡକ୍ଟର ମୃଣାଳ ଚାଟାର୍ଜୀ ଏବଂ ସ୍ନେହାଶିଷ ସୁରଙ୍କ ଦ୍ବାରା ସମ୍ପାଦିତ ପୁସ୍ତକ "ମହାତ୍ମା ଗାନ୍ଧୀ; ସାମ୍ବାଦିକ ଓ ସମ୍ପାଦକ" ର ସମୀକ୍ଷା ରହିଛି ।

Report an Error