ଅଗଷ୍ଟ - ସେପ୍ଟେମ୍ବର ୨୦୧୬

ଅଗଷ୍ଟ - ସେପ୍ଟେମ୍ବର ୨୦୧୬ ସଂଖ୍ଯାରେ ପଢନ୍ତୁ ସାଧନା ଓ ସିଦ୍ଧିର ସମନ୍ବୟ - ମହାପାତ୍ର ନୀଳମଣି ସାହୁଙ୍କୁ ।
Digital (PDF)
INR 50.00

ଓଡିଆ କଥା ସାହିତ୍ଯର ଏକ ଚଳନ୍ତି କିମ୍ବଦନ୍ତୀ ଥିଲେ ମହାପାତ୍ର ନୀଳମଣି ସାହୁ । ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଶ୍ରଦ୍ଧଞ୍ଜଳି ଦେବା ନିମନ୍ତେ ପ୍ରସ୍ତୁତ ହୋଇଛି ଏହି ସଂଖ୍ଯାର ପ୍ରଚ୍ଛଦ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଶାନ୍ତନୁ କୁମାର ଆଚାର୍ଯ୍ଯଙ୍କ ‘ସେ ରାସ୍ତା ମହେନ୍ଦ୍ରତନୟାରୁ ପ୍ରାଚୀ ପର୍ଯ୍ଯନ୍ତ’, ପ୍ରମୋଦ କୁମାର ମହାନ୍ତିଙ୍କ ‘ଭାବଗୁରୁ ସଜ୍ଜନ ମହାପାତ୍ର ନୀଳମଣି’, ସନ୍ତୋଷ ତ୍ରିପାଠୀଙ୍କ ସାହୁଙ୍କ ‘କୁହାଣ ବନାମ ଆମ ପାଠକୀୟ ଗ୍ରାହକତା’, ପ୍ରଫେସର ନିତ୍ଯାନନ୍ଦ ଶତପଥୀଙ୍କ ‘ପ୍ରଣାମ ପ୍ରଜ୍ଞାପୁରୁଷ ନୀଳମଣି’, ଡ. ନଳିନୀପ୍ରଭା ମହାପାତ୍ରଙ୍କ ‘ମହାପାତ୍ର ନୀଳମଣି ସାହୁଙ୍କ ଉଦ୍ଦେଶ୍ଯରେ ଦୁଇପଦ’ ଆଦି ରହିଛି । ଏହା ସହିତ ଏହି ସଂଖ୍ଯାରେ ସବୁଥର ପରି ଅନେକ ଆକର୍ଷଣୀୟ ଗପ, କବିତା, ପ୍ରବନ୍ଧ, ଅନ୍ଯଦିଗନ୍ତ ଓ ପୁସ୍ତକ ସମୀକ୍ଷା ଆଦି ରହିଛି ।

Report an Error