ଆତଙ୍କକୁ ଉତ୍ତର

ବିରଜା ମହାପାତ୍ରଙ୍କ ଇଂରାଜୀ ପୁସ୍ତକ “ମାଇଁ କଲ୍‌”ର ଓଡିଆ ଭାଷାରେ ଭାବଗତ ପରିପ୍ରକାଶ ହେଉଛି “ଆତଙ୍କକୁ ଉତ୍ତର” ।
ବିରଜା ମହାପାତ୍ର
Digital (PDF)
INR 100.00

ଆତଙ୍କକୁ ଉତ୍ତରଟି କିଛି ସ୍ମରଣୀୟ ଘଟଣାବଳି, କିଛି ଚର୍ଚ୍ଚାର ବିବରଣୀ ଓ ଲେଖକଙ୍କ ମନର ମନ୍ଥନର ଏକ ମିଶ୍ରିତ ଅବତାରଣା । ଏହି ସଂକଳନରେ ଯେଉଁ ଏଗାରଟି ଆହ୍ୱାନ-ମୂଳକ ବ୍ୟାଖାନ ଏକାଠି ହୋଇଛନ୍ତି, ତହିଁରେ ବିରଜାଙ୍କ ଚିନ୍ତା ବୌଦ୍ଧିକ-ବିଚାର ପର୍ଯ୍ୟାୟର ନ ହୋଇ ଉତ୍ତେଜକ ଓ ଆବେଗ-ପ୍ରବଣ ବୋଧହୁଏ ଏଇଥିଯୋଗୁଁ ଯେ ଏ ବ୍ୟାଖ୍ୟାନଗୁଡ଼ିକ ଭାରତପ୍ରେମୀକୁ ଏକାଠି ଭିଡ଼ିଧରି ଗୋଟିଏ ଜାତୀୟ ପ୍ରତିମାନ ଗଢ଼ିବା ପାଇଁ ଉଦ୍ଦିଷ୍ଟ ।

ଏଥିରେ ରହିଛି -

୧. ପ୍ରାକ୍ କଥନୀ
୨. ଚିଠିଟିଏ ମୋର ପ୍ରିୟ ଭାରତପ୍ରେମୀଙ୍କୁ
୩. କ’ଣ ଏବେ ବି ବିଭାଜିତ ମୋ ପ୍ରିୟ ଭାରତ
୪. ଇଣ୍ଡିଆ ଓ ଭାରତ-ପରିଚୟ ଏକ ବ୍ୟବଧାନ ଅନେକ
୫. ଭଗବତ୍ ବିଶ୍ୱାସ ହିଁ ସବୁଠାରୁ ବଡ ଶକ୍ତି
୬. ଭାରତୀୟତାର ଅଭାବ ହିଁ ଏ ଦେଶର ସବୁଠାରୁ ବଡ ଦୁର୍ବଳତା
୭.ରାଜନୀତିକୁ ଘୃଣା-ଏକ ଗଣତନ୍ତ୍ର ବିରୋଧି ଅପରାଧ
୮. ଭ୍ରଷ୍ଟାଚାର ଓ ଆମ ମାନସିକତା
୯. ଆତଙ୍କବାଦ-ଭ୍ରଷ୍ଟାଚାରର ଏକ ସ୍ୱରୂପ ମାତ୍ର
୧୦. ସଂସ୍କୃତି ଦିଏ ସମାଧାନର ପନ୍ଥା ପ୍ରତିବଦ୍ଧତାର ଉତ୍ସବ
୧୧. ନବଜାଗରଣତାର ନୂତନ ପର୍ବ
୧୨. ଚାଲ ଆମେ ଭଲ ନାଗରିକ ହେବା
୧୩. ଶପଥ ଉତ୍ସବ: ଆତଙ୍କବାଦ ବିରୁଦ୍ଧରେ ବ୍ରହ୍ମାସ୍ତ୍ର
୧୪. ଆମ ଶପଥ

Report an Error