ଅସ୍ଥାୟୀ ଆବାସ

ପ୍ରତ୍ଯେକ ଦୃଶ୍ଯ ପଛରେ ଦର୍ଶନ ଅଛି । ଦୃଶ୍ୟରୁ ଦର୍ଶନ ଓ ଚିତ୍ରରୁ ଚରିତ୍ର ସମସ୍ତଙ୍କ ଆଖିକୁ ଦିଶେନି | ଦୃଶ୍ୟଟି ଅନ୍ତରଙ୍ଗ ଅନୁଭବର ଆଇନାରେ ପ୍ରତିଫଳିତ ହୁଏ ବିଶେଷ ଦୃଷ୍ଟିରେ ? କୁମୁଦିନୀ ପଣ୍ଡାଙ୍କ ଏହି ପୁସ୍ତକଟି ଓଡ଼ିଆ ସାହିତ୍ୟରେ ଏକ ମହାର୍ଘ୍ୟ ସୃଷ୍ଟି |
Author: କୁମୁଦିନୀ ପଣ୍ଡା (ବ୍ରହ୍ମା)
Digital (PDF)
INR 100.00

ଏଥିରେ ଅଛି - ପ୍ରବାସରେ ମୁଁ ….
ଯାତ୍ରାର ପ୍ରସ୍ତୁତି
ଫ୍ରାଙ୍କଫୋର୍ଟରେ ସାତଦିନ
ମିସେସ କୁମାର ଓ ପାଟ୍ରିସିଆ
ଐତିହାସିକ ସହର - ୱାସିଂଟନ ଡି.ସି.
ଅପରୂପ ନାଏଗ୍ରା
ନିଆରା ଇଲାକା ନ୍ଯୁୟର୍କ

୨ - ଦେଶରେ ମୁଁ
ଅନୁଭବର ଆଇନାରେ ଖଜୁରାହୋ
କିଛି ସ୍ମୃତି କିଛି ଅନୁଭୂତି
ଦିବ୍ଯ ପ୍ରେମ ସେବା ମିଶନ - ହରିଦ୍ବାର
ଅମୃତ ଅନ୍ବେଷଣର ମହାପାପ - ଚିତ୍ରକୂଟ
ଅଜନ୍ତା, ଏଲୋରା, ଶନି ସିଂଗନାପୁର ଏବଂ ଶିରିଡି, ନାସିକ, ପଞ୍ଚବଟୀ - ମହିମା ମଣ୍ଡିତ ଗୌରବର ଗାଥା ଗୁଲିୟାର ଓ ଓର୍ଟ୍ଟ ।

Report an Error