ଅସରନ୍ତି ଅନ୍ତାକ୍ଷରୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା କବି ରକ୍ଷକ ନାୟକଙ୍କ କବିତା ସଂକଳନ 'ଅସରନ୍ତି ଅନ୍ତାକ୍ଷରୀ' ।
Author: ରକ୍ଷକ ନାୟକ
Digital (PDF)
INR 50.00

ସମକାଳୀନ ଓଡ଼ିଆ କବିତାର ଏକ ଶକ୍ତିଶାଳୀ ସ୍ବର ହେଉଛନ୍ତି ଲେଖକ ରକ୍ଷକ ନାୟକ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।

ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ । ନିଜର ପୋଖତ ପଣିଆରେ ଲେଖନ୍ତି ଭିନ୍ନ ଶୈଳୀର କବିତା । ମାଟିରୁ ଆକାଶ ଯାଏଁ ବ୍ୟାପ୍ତ ତାଙ୍କ କବିତା । ସତୁରୀଟି କବିତାକୁ ନେଇ ରଚିତ କବିତା ସଂକଳନ 'ଅସରନ୍ତି ଅନ୍ତାକ୍ଷରୀ' ପାଇଁ ସେ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ଏଥିରେ ରହିଥିବା କବିତାଗୁଡିକ ମଧ୍ୟରେ ରହିଛି -
୧. ମାଗୁଣି
୨. ଛତା ହଜିଛି
୩. ମୋତେ ଟିକେ ଦିଅ
୪. ଶିଳ୍ପୀର ସଂସାର
୫. ମହାଯାନ
୬. ଗାଇଡ୍
୭. ଏକ ଭାଷାର ମୃତ୍ୟୁ
୮. ନଈ ନିରଂତର
୯. ବିଶର ମହାଂତି
୧୦. ତୁମ ଅବର୍ତମାନରେ
୧୧. ଶେଷ ସମୟ
୧୨. ପୁରୁଷ : ପ୍ରଥମ ଓ ଶେଷ
୧୩. ଚିତ୍ରକରର ଭାଗ୍ୟ
୧୪. ମଧୁମାସ
୧୫. ଘର
୧୬. ଲୁଂଠନ
୧୭. ଶରତର ଜହ୍ନରାତି
୧୮. ଅନେକ ଅଶିଣ
୧୯. କୋକିଳର ଘର
୨୦. ଅପେକ୍ଷାରେ ଅଛି
୨୧. ଅପରେସନ ବିଜୟ
୨୨. ବେଢ଼ା ପରିକ୍ରମା
୨୩. କେତେ ସମୟ
୨୪. ବସ୍ତ୍ର ହରଣ
୨୫. ମେଳାରେ ମାଳିନୀ
୨୬. ପାଦେ ପାଦେ ବିପଦ
୨୭. ଗଂଠି
୨୮. ଅତିଥି ନିବାସ
୨୯. ତ୍ରାହି
୩୦. ପ୍ରବାସର ସ୍ୱର
୩୧. ଭଡ଼ାଟିଆ
୩୨. ମିତ୍ରଘ୍ନ
୩୩. ସବୁ ବଂଦରରେ ସ୍ୱାଗତଂ
୩୪. ମାୟାର୍ଣ୍ଣବ
୩୫. ସେଇ ଛୋଟ କଥା
୩୬. କଳିଯୁଗ
୩୭. ଡାକବାକ୍ସ
୩୮. ପ୍ରେମ ପ୍ରବାସେ
୩୯. ଶେଷ ଚିତ୍ର
୪୦. ପ୍ରିୟ ସଖା
୪୧. ବର୍ଷା ହେଲା
୪୨. ଶୟନ କକ୍ଷର ଚିତ୍ର
୪୩. ବାଟ ବରଣ
୪୪. କଂଧମାଳର ନିଆଁ
୪୫. ବେଲାଳସେନ
୪୬. ଯାତ୍ରାପଥ
୪୭. ଭଲ ଲାଗୁନି
୪୮. କପଟପାଶା
୪୯. ଅନେକ ଜୀବନ
୫୦. କାଳବେଳା
୫୧. ଭୂତ ଭୟ
୫୨. ଛାଇ
୫୩. ରାତି ରାତି…
୫୪. ତୁମେ ନଥିବ
୫୫. ନାୟକ ବଂଶର ବିଧବା
୫୬. ମୃତ୍ୟୁ ଭେଦ
୫୭. ପ୍ରତୀକ୍ଷା
୫୮. ଦୁଇ କୂଳ କଥା
୫୯. ନିଜ ଘର
୬୦. ମାୟା ମଂଦିର
୬୧. ତୁମ ପରି କେହି ଜଣେ
୬୨. ହାତ
୬୩. ଶେଷ ସମୟ
୬୪. ପଛ କଥା
୬୫. ନୂଆ ନଈ
୬୬. ବଇଁଶୀଆ
୬୭. ବିସ୍ଥାପନର ବ୍ୟଥା
୬୮. ପଳାୟନ ପଥ
୬୯. ଏକ କାହାଣୀର ଆରଂଭ
୭୦. ପ୍ରେମ ପଥ

Report an Error