ଅର୍ଗଳ ଅନର୍ଗଳ

ସମକାଳୀନ ଓଡ଼ିଆ କବିତାର ଏକ ଶକ୍ତିଶାଳୀ ସ୍ବର ହେଉଛନ୍ତି ସାହିତ୍ଯିକ ରକ୍ଷକ ନାୟକ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।
Author: ରକ୍ଷକ ନାୟକ
Digital (PDF)
INR 100.00

ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା । ସେ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ । ‘ଉର୍ଦ୍ଧ୍ବ ଉଡ଼ାଣ’ ପାଣ୍ଡୁଲିପି ପାଇଁ ୧୯୯୭ରେ ରାଜ୍ୟ ଯୁବ ପୁରସ୍କାର ପାଇଥିବା ଶ୍ରୀ ନାୟକ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ପଚାଶରୁ ଉର୍ଦ୍ଧ୍ବ କବିତାକୁ ନେଇ ରଚିତ କବିତା ସଂକଳନ 'ଅର୍ଗଳ ଅନର୍ଗଳ’ ୨୦୧୭ ମସିହାରେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ଯାନ୍ଯ କବିତା ସଂକଳନ ମଧ୍ୟରେ ରହିଛି - ଉର୍ଦ୍ଧ୍ବ ଉଡ଼ାଣ, ବ୍ରହ୍ମଶୀଳା, ବୀଜବିକ୍ଷେପ, ଅସରନ୍ତି ଅନ୍ତାକ୍ଷରୀ, ଆଉ ସବୁ ସାକ୍ଷାତରେ, ଅମିତ୍ର ଅଂଧାର, ଅର୍ଗଳ ଅନର୍ଗଳଓ ଶେଷହୀନ ସନ୍ତରଣ ।

ଏହି ବହିରେ ସ୍ଥାନିତ ହାେଇଥିବା କବିତାଗୁଡ଼ିକ ହେଲା -
୧. ଚିହ୍ନା କାନ୍‍ଭାସ୍‍ : ଅଚିହ୍ନା ଚିତ୍ର
୨. ଗୁଣ୍ଡା
୩. ପ୍ରଥମରୁ ଶେଷ
୪. ଗୁମୁଡ଼ୁମାହା : ଗସ୍ତ ବିବରଣୀ
୫. ସୀମାନ୍ତରେ ସଜବାଜ
୬. ଶେଷର ଅବସୋସ
୭. ସେ ଫେରିଲାନି
୮. ଆହୁରି ଅପେକ୍ଷା
୯. ପୁରୀ କବିତା
୧୦. ଗୋଠ ଖଣ୍ଡିଆ
୧୧. ସୁଖ ସମାନ୍ତର
୧୨. ଯାତ୍ରାଗୀତ
୧୩. ଅଗଣାର ଛାଇ
୧୪. ଦେହତତ୍ତ୍ୱ
୧୫. ଶେଷ ଶବବାହକ
୧୬. ଅନ୍ୱେଷାର ଅନ୍ତ
୧୭. ଶିଶିରର ସ୍ୱପ୍ନ
୧୮. ଚୋରି
୧୯. ପରିବର୍ତ୍ତନର ପତ୍ର
୨୦. ବସାଘର
୨୧. ତୁମେ
୨୨. ସୈନିକର ଶୋଷ
୨୩. ଛୁଇଁବି ନା ଛୁଇଁବିନି
୨୪. ମନା ମାନିଲାନି
୨୫. ଆସକ୍ତିର ଭୀତି
୨୬. ନୂଆ ଦୁଃଖ
୨୭. ଚିତ୍ର ପ୍ରତିମା
୨୮. ଆମେ ଦୁଇଜଣ
୨୯. ସ୍ୱପ୍ନ ସ୍ପର୍ଶ
୩୦. ନଈ ନିୟତି
୩୧. ପବନର ଖେଳ
୩୨. ଶାଶ୍ୱତ ସନ୍ଦେହ
୩୩. ମୁଖ ଦର୍ଶନ
୩୪. ପ୍ରଳୟରେ ପ୍ରେମ
୩୫. ମାଟି
୩୬. ଯାତ୍ରା ଅବ୍ୟାହତ
୩୭. ନୂଆ ଠିକଣା
୩୮. ନଈ
୩୯. ବନ୍ଧୁ ବିଚ୍ଛେଦରେ
୪୦. ସାକ୍ଷ୍ୟ ପ୍ରଦାନ
୪୧. ଦୟା ମାୟା
୪୨. ଦାରୁ ଦର୍ଶନ
୪୩. ସାରଳା ଦାସ
୪୪. ନଳବଣ
୪୫. ନବକଳେବରରେ
୪୬. ଅନ୍ଧାରିବିଜେ
୪୭. ଲୀଳାକମଳ
୪୮. ଶେଷ ମୃତ୍ୟୁ
୪୯. ମନ୍ଦିର ପ୍ରବେଶ
୫୦. ମୁଦି
୫୧. ଗାର
୫୨. କୋମାରେ କବିତା
୫୩. ଯାତ୍ରା ଯତିପାତ
୫୪. ଅକ୍ଷମ ଆୟୁଷ
୫୫. ଏକା ବୋକା
୫୬. ବିଜୁ ବିକ୍ଷେପ
୫୭. ଘର ବାହୁଡ଼ା
୫୮. ଟହଲିଆ
୫୯. ମୁକ୍ତି ମାଗୁଣି
୬୦. କାହାକୁ କହିବନି
୬୧. ଅତିଥି

Report an Error