ଅନୁତାପ ଉପନ୍ୟାସ ଅନୁଭବ ଓ ଅନୁଭୂତିର ଏକ ଉଜ୍ଜ୍ୱଳ ସୃଷ୍ଟି ଯେଉଁଥିରେ ମଣିଷ ଜୀବନର ଆତ୍ମଶୁଦ୍ଧି ପାଇ ପ୍ରେରିତ |
Author: ବଳରାମ ଦାଶ
Digital (PDF)
INR 50.00

ଶ୍ରୀ ବଳରାମ ଦାଶ ୧୯୨୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ସେ ବହୁ ଉପନ୍ୟାସ, ନାଟକ, ଗୀତିନାଟ୍ୟ, କବିତା ପୁସ୍ତକ ପ୍ରକାଶ କରି ପାଠକୀୟ ଆଦୃତି ଲାଭ କରିଛନ୍ତି | ଶିକ୍ଷା ଆରମ୍ଭ ହୁଏ ‘ଅ’ ଅକ୍ଷରରୁ । ଓଡିଆ ଭାଷାର ପ୍ରଥମ ଅକ୍ଷର ‘ଅ’ । ପିଲାଦିନୁ ଲେଖକଙ୍କ ଉପରେ ‘ଅ’ର ପ୍ରଭାବ ଖୁବ୍‌ବେଶୀ । ତେଣୁ ତାଙ୍କ ଲିଖିତ ପୁସ୍ତକ ଗୁଡିକର ନାମ ବିଶେଷ ଭାବେ ‘ଅ’ ଅକ୍ଷର ମୂଳରେ ଥାଇ ଶବ୍ଦ ଉପରେ ନାମିତ ହୋଇଛି । ଯାହା ତାଙ୍କ ଲିଖିତ ପୁସ୍ତକମାନଙ୍କଠୁ ନିଶ୍ଚିତ ଅନୁଭବ କରିହେବ । ଯଥା - ଅନ୍ତର୍ଦାହ, ଅନ୍ତର୍ଦୃଷ୍ଟି, ଅନ୍ତଦ୍ୱର୍ନ୍ଦ, ଅନୁତାପ ଓ ଅସ୍ତରାଗ ।

Report an Error