ଆହେ ଜଗନ୍ନାଥ - ତତ୍ତ୍ବ ସ୍ତୁତି

ଲେଖକ ଦ.ତ୍ରି. ଶ୍ରୀକ୍ଷେତ୍ର ନିବାସି ଜଣେ ଜଗନ୍ନାଥ ଭକ୍ତ | ଏହି ପୁସ୍ତକଟି ପ୍ରଭୁଙ୍କୁ ସମର୍ପଣ କରିଛନ୍ତି | ଏଥିରେ ରହିଛି ଜଗନ୍ନାଥ ଚେତନା ଓ ଜଗନ୍ନାଥଙ୍କ ସମ୍ପର୍କରେ ଲେଖା ଓ ଜଗନ୍ନାଥ ଭଜନାବଳି |
Author: ଦ.ତ୍ରି. ଶ୍ରୀକ୍ଷେତ୍ର ନିବାସି
Digital (PDF)
INR 149.00

ଓଡ଼ିଆ ଜାତିର ପ୍ରାଣ ତଥା ଚିର ନମସ୍ୟ ଦେବତା "ଶ୍ରୀଜଗନ୍ନାଥ" | ସେ ଜ୍ଞାନମୟ, ରୂପମୟ, ସୁଖମୟ, ସଚ୍ଚିଦାନନ୍ଦ ସ୍ୱରୂପ "ପରଂବ୍ରହ୍ମ" | ଭାବର ଠାକୁରଙ୍କ ଭାବରେ ବନ୍ଧା ଏ ଜୀବନ | ସର୍ବମୋଟ ୫୦ଟି ବିଷୟକୁ ନେଇ ପରିପୂର୍ଣ୍ଣ ଏହି କଳେବରଟି |

Report an Error