କଳା ରଙ୍ଗ ବୋଲି ମୁଁ ତାକୁ ଭଲପାଇନି,
ଯେବେ ନିଜକୁ ଏକଲା ଅନୁଭବ କରେ
ସେ ମୋ ପିଠିରେ ହାତ ଥାପୁଡ଼େଇଦିଏ
ମୁଣ୍ଡକୁ ଆଉଁସି
ତା କୋଳକୁ ଭିଡିନିଏ
ଚିତ୍କାର କରି କାନ୍ଦିପାରେ ତାପାଖେ
ଛାତିର ଯନ୍ତ୍ରଣା ଲୁହ ହୋଇ ବୋହିଗଲା ପରେ
ତା କୋଳରେ ଶୁଆଇଦିଏ ସେଇ ଗଛ ମୂଳେ…
ସେ ବି ମୋତେ ଖୁବ ଭଲପାଏ
"ଅନ୍ଧାର ରାତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |