ସବୁ ଜାଣନ୍ତି ଲୋକ, ମୁଁ ନିରାକାର

ତାରକ ମହାନ୍ତିଙ୍କ କବିତାରେ ଥାଏ ଏକ ନିଆରା ସରଳତା । ସେ ଗହନବନରେ ବି ତିଆରି କରିପାରନ୍ତି ସରଳରେଖା ।


ଫଟୋ ସମ୍ପାଦନା: ୱିକି କମନ୍ସ
ଅସଦ ଉପାୟରେ ଉପାର୍ଜନ ବଢିଲେ ତୁମେ କଣ ମହାପୁରୁଷ! ହିଞ୍ଜଡ଼ାଙ୍କ ରୋଜଗାର ଢ଼େର ଭଲ ତାଙ୍କୁ କାଇଁ ପାଖରେ ରଖୁନ! କୁଳାଙ୍ଗାରମାନେ ସର୍ବଶ୍ରେଷ୍ଠ ଧନୀ ତାଙ୍କ ପାଖରେ ଖାଣ୍ଟି ମଣିଷର କି କାମ ? ଭଲ ମିଛର ମାର୍କେଟ ମେଲା ପଡିଛି କ୍ଷୀର ବିକିବା ଲୋକ କାଙ୍ଗାଳ ଦେଶୀ ବିଦେଶୀ ଚାହିଦା ଭିନ୍ନ ହୋ ସାଧୁ ଦେଶ

"ସବୁ ଜାଣନ୍ତି ଲୋକ, ମୁଁ ନିରାକାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ