ଶେଷରୁ ଆରମ୍ଭ

କିଏ କାହାକୁ ଡରୁଛି ? କବିତାକୁ ସମୟର ଡର ନା ସମୟ ଆଗରେ କବିତାର ଡର ? ଆମ ସମୟର କବିତାରେ ରହସ୍ୟମୟ ଲାଗୁଥିବା ଏ କବିତା କିନ୍ତୁ ସମୟର ବାସ୍ତବତାକୁ ଇ ବଖାଣ କରୁଛି ।


ବାଁ ହାତ ମଣିବନ୍ଧର ଧମନୀକୁ କାଟି ଦେଉଦେଉ ଖସି ପଡିଲା ଡାହାଣ ହାତରୁ ଛୁରୀ । ମୁଠା ଶିଥିଳ ଏବେ, ଓଦା ଓଦା ପାଦତଳ ପୃଥିବୀ । କଣ ହେଲା ? ମୃତ୍ୟୁକୁ ଡରୁଛୁ ପିଲା ? ନାଁ, ଜୀବନକୁ ଡର ମୋର... ଏକ ନିରର୍ଥକ

"ଶେଷରୁ ଆରମ୍ଭ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ