
## ଆଖି, ଦୁଇ ଯାଆଁଳା ଭଉଣୀ
..........
ଯେବେ ବି ଆମ ପାପସବୁର ହିସାବ କରିବ ସମୟ,
ମଣିଷର ପରିଚୟ ସେବେ ଖୁବ୍ କଷା ଲାଗିବ
ପାଟିକୁ । ଅବସୋସ ଓ ପଶ୍ଚାତାପର ଛୁଞ୍ଚିରେ,
ସେବେ ଆମେ ଈଶ୍ୱରଙ୍କ ପିନ୍ଧା ଲୁଗାକୁ
ରଫୁ କରୁଥିବା କେବଳ...
ଜାଣ, ତୁମେ ସମୁଦ୍ରକୁ ଏକୁଟିଆ ଛାଡି ଆସିଲଣି
ବହୁତ ପଛରେ, ଓ
"ସାରା ଶଗୁଫ୍ତାଙ୍କ ତିନୋଟି କବିତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |