
ଏ ସମୟରେ,
ଶିଶୁଟିଏ କାନ୍ଦିବାର ଶୁଭୁଚି ମତେ,
ଖୁବ୍ ନିରୀହ ତା'ର ସ୍ୱର,
ଛଳହୀନ ପ୍ରାର୍ଥନା ଯେମିତି ।
ଝରକା ମେଲାକରି ଚାହିଁଛି ମୁଁ
ଅନିର୍ଦ୍ଦିଷ୍ଟ ଭାବେ ନିଜଠୁ ଦୂରକୁ,
ଥଂଡାପବନର ଢେଉକୁ ଛାତିରେ ଭାଙ୍ଗୁଛି,
ଥାପୁଡ଼େଇଦଉଚି ଓଜନିଆ ହଳେ ଆଖିକୁ !
କିଛି ଗୋଟେ
"ସମୟର ସ୍ୱର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |