
ଏଯାବତ୍, ନିଜର ବୋଲି
ଅପ୍ରାପ୍ତିର ଯେଉଁ ସୁଖଟିକକ ଥିଲା,
ଏବେ ସେତକ ବି ଗଲା ।
ହାତପାଆନ୍ତାରେ ପଦ୍ମପାଖୁଡା ଭଳି ଓଠ ।
ଖୁବ୍ ନିକଟରେ ହଳେ ମେଘୁଆ ଆଖି,
ନଖଉଷୁମ ନିଃଶ୍ୱାସ ବାଜି ଶୁଖିଯାଉଛି
ମୋ ଲୁହ, ଧୀର ପଲକପାତରେ
ଆଉଁଷି ହେଇଯାଉଛି
ତମାମ୍ ଅତୀତ...
"ପ୍ରାପ୍ତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |