
କିଏ ସେ, ମୋ ଘର ସାମ୍ନା ଘାସଗାଲିଚାରେ
ଶୀତଦିନିଆ ଖରା ଭଳି !
ଲୁହ ଢଳଢଳ ଆଖି ଦି'ଟି
ତା'ର ମେଘୁଆ ଆକାଶ,
ଅଭିମାନିନୀ ସେ ଜହ୍ନ ଭଳି,
ନଦୀ ଭଳି, କବିତା ଭଳି
ଅନୁରାଗିଣୀ ସେ ଢେଉଟିଏ ଯେମିତି,
ମହୁମାଛିଟିଏ ଯେମିତି
ଅଝଟପଣରେ ସେ ଶିଶୁଟିଏ,
"ନିକଟରେ, ବହୁ ଦୂରେ..." ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |