
###ଶ୍ରାବଣର ଗୀତସବୁ ମିଛ
-----------------------
ଆର କାର୍ତ୍ତିକକୁ ମତେ ବାର ପୂରି ତେର ଚାଲିଥାନ୍ତା,
ବୋଉ କହୁଥିଲା । ହେଲେ ଜ୍ୟୈଷ୍ଠରେ ହିଁ
ସ୍ଥିର ହେଲା ବାହାଘର ମୋର ।
ବାହାଘର କଥା ଶୁଣିଲେ ହିଁ ଡର ମାଡ଼େ ମତେ,
ଯେବେଠୁ ଆମ ପଡ଼ିଶାରେ ଖୁଡ଼ୀ ଜଣେ
ପୋଡ଼ିହେଇ ମଲେ...
ମୁଁ
"କବି ମନୀଷ କୁମାର ଯାଦବଙ୍କ ଦୁଇଟି କବିତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |