
ଅନେକ ଦିନ ଧରି ଭୋକିଲା ଅଛନ୍ତି
ଶାଗୁଣାମାନେ |
ପୁରୁଷ ପୁରୁଷ ଧରି ଅସ୍ତ୍ରଶସ୍ତ୍ର ଗଢୁଥିବା
କାରିଗରମାନେ, ଭିଟାମାଟି ଛାଡି ଦାଦନ
ଖଟିବାକୁ ବାହାରିଲେଣି
ଶାନ୍ତି ପ୍ରତିଷ୍ଠା ପାଇଁ, ଅଶାନ୍ତିର
ସମତଳ ବେଦୀଟିଏକୁ ଝୁରିହେଲେଣି
ଜନ୍ମାନ୍ଧ ରାଷ୍ଟ୍ରନାୟକମାନେ
ଉଦ୍ଧତ ମାଟିର ମୁଣ୍ଡ ବାଜିଲାଣି ଆକାଶରେ,
ରାଗ ପାହାଡିରେ ଗୀତ ଗାଇଲାଣି
"ଯୁଦ୍ଧମ୍ ଦେହି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |