ଠିକ୍ ମୋ ଆଖିସାମ୍ନାରେ କଟିଗଲା ଗୁଡିଟା ।
ହାତ ପାଆନ୍ତାରେ ଛିଡିପଡିଲା ଶିକା
ମୋ ଅଗଣାରେ ଏବେ
ଚାଂଗୁଡି ଚାଂଗୁଡି ମେଘଫୁଲ
ମୋ ନିଃଶ୍ବାସରେ ଦୂରପକ୍ଷୀର ଗୀତ
ମୋ ଘରସାରା ଓଦାମାଟିର ବାସ୍ନା
ଭୋର୍ ହେଲା ବୋଧେ !
ମୁଁ ଆଖିମଳି ଦେଖିଲି ଆକାଶକୁ,
ଆକାଶରେ ଜହ୍ନ ନାଇଁ, ତାରା
"ଗୁଡି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |