
କେହି କେବେ ପଥର ନ ହେଉ ତୁମ ବାଟ ଚାହିଁ ଚାହିଁ
ମଣିଷର ଦେହ ଧରି ମଣିଷକୁ ଦୁଃଖ ଦିଅ ନାହିଁ
ଆଜି ବି ଏ ଜଗତରେ ପ୍ରାଣୀଙ୍କର ଦୁଃଖ ଅପ୍ରମିତ
ଜଗତ ବାହାରେ କିନ୍ତୁ ଆଜି ଆଉ ନର୍କଟିଏ ନାହିଁ
ଭଲ କଲ, ନିଜ ଲାଗି ବାଛିନେଲ ଅଲଗା ପୃଥିବୀ
ବିଷର ଫସଲ ତୁମେ, ଏ ମାଟିରେ
"ଗଜଲ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |