
ତୁମେ କୁହ ତୁମ ସହ ହସି ହସି ଦେଶ କଥା ହୁଏ
ମତେ କିନ୍ତୁ କାନ୍ଦ ଲାଗେ ତା' ସହିତ ଯେବେ ଦେଖା ହୁଏ
ମୋ ଦେଶର ଛାତିସାରା କାହାର ଏ ରକ୍ତପାଦଚିତା !
କିଏ ସେ ବାଟୋଇ ସତେ, ଯାହା ଲାଗି ଦେଶ ପନ୍ଥା ହୁଏ ?
ତୁମେ ଭାବ ତୁମ ଭଳି ଦେଶର ବି ଧର୍ମଟିଏ ଅଛି
"ଦେଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |