
ଭୁବନେଶ୍ୱରକୁ ନେଇ ଫଟୋ ପ୍ରଦର୍ଶନୀଟିଏ ହେବାର ଥାଏ । ଆମେ ପାଖାପାଖି ଦଶ ପନ୍ଦରଟି ନାଁ ଭାବିଥାଉ । ତା' ଭିତରୁ ଗୋଟିଏ ଫାଇନାଲ୍ କରିବାର ଥାଏ । ଆଲୋଚନା ପର୍ଯ୍ୟାଲୋଚନା ପରେ ସେବେ ଓ ଏବେ ନାଆଁଟି ରହିଲା । ହେଲେ ଏଇ ନାଁ'ଟି ହିଁ ଯାବତୀୟ ଝାମେଲାର କାରଣ ହେଲା ଆମ ପାଇଁ । ସମସ୍ତେ 'ସେବେ ଓ ଏବେ'ର ଆକ୍ଷରିକ ଅର୍ଥ ବାହାର କଲେ ଓ
"ସେବେ ଓ ଏବେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |