ସେବେ ଓ ଏବେ

ଫଟୋ ଏମିତି ଏକ ମାଧ୍ୟମ ଯେଉଁଥିରେ ଅତୀତକୁ ଆମେ ଭବିଷ୍ୟତ ପାଇଁ ବାନ୍ଧି ରଖିଥାଉ । ବିତିଯାଇଥିବା ପୁରୁଣା ଦିନକୁ ଆଉ ଥରେ ମନେ ପକାଇଥାଉ । ପ୍ରଦର୍ଶନୀର ଫଟୋଗ୍ରାଫ୍ ସବୁ ଭୁବନେଶ୍ୱର ସହର, ଏହାର ଲୋକ, ସମ୍ପ୍ରଦାୟ ଏବଂ ଜୀବନର ଏକ ଅନ୍ତରଙ୍ଗ ଚିତ୍ର ପ୍ରଦାନ କରୁଥିଲେ ।


ଫଟୋ - ସୁମିତ୍ରା ପାଢୀ
ଭୁବନେଶ୍ୱରକୁ ନେଇ ଫଟୋ ପ୍ରଦର୍ଶନୀଟିଏ ହେବାର ଥାଏ । ଆମେ ପାଖାପାଖି ଦଶ ପନ୍ଦରଟି ନାଁ ଭାବିଥାଉ । ତା' ଭିତରୁ ଗୋଟିଏ ଫାଇନାଲ୍ କରିବାର ଥାଏ । ଆଲୋଚନା ପର୍ଯ୍ୟାଲୋଚନା ପରେ ସେବେ ଓ ଏବେ ନାଆଁଟି ରହିଲା । ହେଲେ ଏଇ ନାଁ'ଟି ହିଁ ଯାବତୀୟ ଝାମେଲାର କାରଣ ହେଲା ଆମ ପାଇଁ । ସମସ୍ତେ 'ସେବେ ଓ ଏବେ'ର ଆକ୍ଷରିକ ଅର୍ଥ ବାହାର କଲେ ଓ

"ସେବେ ଓ ଏବେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ