
ଭୁବନେଶ୍ୱର ସହ ମୋ ସମ୍ପର୍କ ମୋତେ ଚାରି କି ପାଞ୍ଚ ବର୍ଷ ବୟସ ହୋଇଥିବାବେଳୁ । ସେତେବେଳେ ବିକଳ୍ପ ଶିକ୍ଷା ପ୍ରୟୋଗର ମଙ୍ଗ ଧରିଥାଆନ୍ତି ଚିତ୍ତ ଭାଇ ମାନେ ପ୍ରଫେସର ଚିତ୍ତରଞ୍ଜନ ଦାସ । ସର୍ଦ୍ଦାର ପଟେଲ୍ ହଲ୍ ରେ ହେଉଥିବା ବିଭିନ୍ନ ଶିକ୍ଷା ସମ୍ପର୍କିତ ଆଲୋଚ଼ନାଚକ୍ର ଓ କର୍ମଶାଳାରେ ଭାଗ ନେବା ପାଇଁ ମୁଁ ମାଆ ଓ ସ୍କୁଲ୍ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆସେ । ଖୁବ୍
"ଏମିତି ବି ଥିଲା ଦିନେ ଭୁବନେଶ୍ୱର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |