ନୂଆ ବର୍ଷର ପ୍ରଥମ ଫୋନ୍ ଆସିଲା ମୋତେ ଝାଡ଼ଖଣ୍ଡରୁ ଆଲୋକର ବାପାଙ୍କ ପାଖରୁ । ନୂଆ ବର୍ଷର ଅଭିନନ୍ଦନ ସାଙ୍ଗକୁ ସମସ୍ୟା ସମାଧାନ ପାଇଁ ଅନୁରୋଧଟିଏ । ସମସ୍ୟାଟି ସେତେ ଗମ୍ଭୀର ନୁହେଁ । ଆମେ ସମସ୍ତେ ପ୍ରାୟ କିଛି ମାତ୍ରାରେ ସେ ସମସ୍ୟାର ଭୁକ୍ତଭୋଗୀ । କଥା ହେଲା - ଗତ ଦୁଇ ବର୍ଷର ଲକ୍ଡାଉନ୍, ସଟ୍ଡାଉନ୍, ସ୍କୁଲ୍ ବନ୍ଦ ଭିତରେ ହିଁ ଅନଲାଇନ୍ରେ ସରିଯାଇଛି ଆଲୋକର ଯୁକ୍ତ
"ନୂଆ ବର୍ଷରେ ନିଷ୍ପତ୍ତି ନେବା ସମସ୍ୟା ଓ ସମାଧାନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |