ମନେରହିବା ପରି ଗୋଟିଏ ବହି ମେଳା

ଷ୍ଟଲ୍ ଓ ପ୍ରକାଶନ ସଂସ୍ଥା ଯେତିକି ଲୋକ ତହୁଁ ବଳି । ଏତେ ଭିଡ଼ ଭିତରେ ବି ଲାଇନ୍‌ ଲଗେଇ ଲୋକ ଧୈର୍ଯ୍ୟର ସହ ବହି କିଣୁଥାଆନ୍ତି । ସମସ୍ତଙ୍କ ହାତରେ କିଛି ନା କିଛି ବହି ଥାଏ । ସେଇ ଭିତରେ ନଜର ପଡ଼ିଲା ସୁଲେଖା କାଳିର ଷ୍ଟଲ୍ ଉପରେ ।


ଫଟୋ - ରମାକାନ୍ତ ସାମନ୍ତରାୟ
୪୬ତମ କଲିକତା ଇଣ୍ଟରନ୍ୟାସନାଲ୍ ବୁକ୍ ଫେୟାର୍ ୩୧ ଜାନୁଆରୀରୁ ୧୨ ପେବୃୟାରୀ ୨୦୨୩ ଯାଏ ଚାଲିଥିଲା । ଏହା ବୋଇ ମେଲା ନାମରେ ମଧ୍ୟ ଜଣାଶୁଣା । କେଦାର ଭାଇ ଆଉ ଜ୍ୟୋତି ସାର୍ କଲିକତା ଆସିବା କଥା ଶୁଣି ବହି ମେଳା ଚାଲିଛି ବୋଲି ଖବର ଦେଇଥିଲେ । ତେଣୁ କଲିକତାରେ ପହଞ୍ଚୁ ପହଞ୍ଚୁ କୁଆଡ଼େ ନଯାଇ ପ୍ରଥମ ଦିନ ହିଁ ଗଲୁ ବହିମେଳା । ଆଶ୍ଚର୍ଯ୍ୟ ହୋଇଗଲି

"ମନେରହିବା ପରି ଗୋଟିଏ ବହି ମେଳା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ