
କଳା ମୁଗୁନି ପଥରରେ ମୂର୍ତ୍ତି ତିଆରିର କଳା କାରିଗରିକୁ ଆଜିଯାଏ ବଞ୍ଚାଇ ରଖିଆସିଛନ୍ତି ଆମ କେସ୍ନା ଗାଁର କାରିଗରମାନେ । ସେ ପୁଣି ୧୨୦୦ ବର୍ଷ ପୁରୁଣା ।
ଭୁବନେଶ୍ଵରଠାରୁ ୨୪୫ କିଲୋମିଟର ଦୂର ମୟୂରଭଞ୍ଜ ଜିଲ୍ଲାରେ ଅଛି ଏଇ ଗାଁଆଟି, ଯେଉଁଠି ପାରମ୍ପରିକ ପଥର ଖୋଦେଇ କରୁଥିବା ଶିଳ୍ପୀମାନେ ଅଛନ୍ତି । ପ୍ରତିଟି ଘରେ ଗଢ଼ାହୁଏ କଳା ମୁଗୁନି ପଥରର ମୂର୍ତ୍ତି; ସେ ପୁଣି ଦେବାଦେବୀଙ୍କର । ମୂର୍ତ୍ତି
"କେସ୍ନା: ପଥର ମୂର୍ତ୍ତି କାରିଗରଙ୍କ ଗାଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |