ମାଟିଲ୍‌ଡା କ'ଣ ଏବେବି ଅଛି ?

ମାଟିଲ୍‌ଡା ନାମକ ସେ ଛୋଟ ଝିଅଟିର ଅଦ୍ଭୁତ କାରନାମା ସବୁ ଅଛି ଉପନ୍ୟାସରେ । ତେବେ ମାଟିଲ୍‌ଡା ଚରିତ୍ରର ମୁଖ୍ୟ ଆକର୍ଷଣ ଯାହା ମୋ ପାଇଁ ଥିଲା ତାହା ହେଉଛି, ତୁମେ ଚାହିଁଲେ ସବୁ କିଛି ସମ୍ଭବ ବୋଲି ତା'ର ଯେଉଁ ବିଶ୍ୱାସ । ସେଇ ବିଶ୍ୱାସ ଜୀବନକୁ ଆଗକୁ ନିଏ ...


ଫଟୋ - ୱିକିପିଡିଆ
ମୋତେ ଲାଗେ ମାଟିଲ୍‌ଡା ପରି ବିସ୍ମୟ ଶିଶୁମାନଙ୍କୁ ରାତିର ନିଶବ୍ଦ ପ୍ରହରରେ ଭେଟିବା ଉଚିତ୍ । ଗୋଟେ ସହର/ଗାଁ ଶୋଇ ପଡ଼ିବା ପରେ ଯଦି ମାଟିଲ୍‌ଡା ସହ ତୁମର ଭେଟ ହୁଏ ତେବେ ସେ ତୁମକୁ ବେଶୀ ବିସ୍ମିତ କରିବ । ତା' ଅଲୌକିକ କାମ ସବୁ ସତ ମନେହେବ । ମନେହେବ ବି ଏମିତି ଅନେକ ଅସମ୍ଭବ ମନେହେଉଥିବା କାମ କରିବା ସମ୍ଭବ, ଆଉ ଚାହିଁଲେ ତୁମେ ବି

"ମାଟିଲ୍‌ଡା କ'ଣ ଏବେବି ଅଛି ?" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ