
**ଅଘଟଣ**
ସୂର୍ଯ୍ୟ ଉଇଁଲାବେଳକୁ ସେଦିନ ରାତି ହେଲା । ପାହାନ୍ତା ପହରରେ ଏମିତି ରାତି ହେବାର କେହି କେବେ ଦେଖିନଥିଲେ ବୋଲି ଅସ୍ତବ୍ୟସ୍ତ ହୋଇ ଏପଟ ସେପଟ ଦଉଡ଼ା ଦଉଡ଼ି କଲେ । କେହି କେହି କବାଟ ଝରକା କିଳି ଘର ଭିତରେ ରହିଲେ ତ ଆଉ କେହି କେହି କାନ୍ଦ ବୋବାଳି ପକାଇଲେ । ତଥାପି ଅନ୍ଧାର କଟିଲାନି କି ଆଲୁଅ ଆସିଲାନି । ମିଞ୍ଜି ମିଞ୍ଜି
"ଗପରେ ଗପରେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |