ଗପ ହେଲେ ବି ସତ

ମୁଁ କହିଲି, ଏଇ ଖର୍ଚ୍ଚରୁ କିଛି ବାଦ୍ ଦେଇ ମାଆ ପାଇଁ ଗୋଟେ ହାର ଆଉ ମୁଦିଟେ ତା' ବଞ୍ଚିଥିବାବେଳେ କରିଦେଇଥିଲେ ହୋଇନଥା'ନ୍ତା? ସେ ଅବାକ୍ ହୋଇ ମୋତେ ଚାହିଁଲା । ମୁଁ ଆଉ ପଛକୁ ନ ଚାହିଁ ଫେରିଆସିଲି । ସେଇ ଘଟଣା ପରଠୁ ମୁଁ ଆଉ କାହାର ମାଆ କାମକୁ ଯାଏନି ।


**୧** ସୁନାବୋହୂର ଶାଶୁ କୁଆାଡେ ସବୁଦିନ ଅଧା କିଲୋ ଛେନା ଖାଉଥିଲା । ଏମିତି ଅନେକ ଦିନ ଧରି ଖାଇବା ପରେ ଦିନେ ସୁନାବୋହୂ ଆଖିରେ ପଡିଲା । ସେ ଛେନା ଆଣୁଥିବା ତା' ଲୋକକୁ କହିଲା - ହଇହୋ ! ତମେ କାହିଁକି ସବୁଦିନେ ଛେନା ଆଣୁଛ ଯେ ? ତମ ମାଆ ପରା ଏସବୁ ଖାଇପାରନ୍ତିନି । ଛେନା ଖାଇଲେ ତାଙ୍କୁ ଓକାଳ ଉଠାଏ ବୋଲି

"ଗପ ହେଲେ ବି ସତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ