
**୧**
ସୁନାବୋହୂର ଶାଶୁ କୁଆାଡେ ସବୁଦିନ ଅଧା କିଲୋ ଛେନା ଖାଉଥିଲା । ଏମିତି ଅନେକ ଦିନ ଧରି ଖାଇବା ପରେ ଦିନେ ସୁନାବୋହୂ ଆଖିରେ ପଡିଲା । ସେ ଛେନା ଆଣୁଥିବା ତା' ଲୋକକୁ କହିଲା - ହଇହୋ ! ତମେ କାହିଁକି ସବୁଦିନେ ଛେନା ଆଣୁଛ ଯେ ? ତମ ମାଆ ପରା ଏସବୁ ଖାଇପାରନ୍ତିନି । ଛେନା ଖାଇଲେ ତାଙ୍କୁ ଓକାଳ ଉଠାଏ ବୋଲି
"ଗପ ହେଲେ ବି ସତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |