ସୁମିତ୍ରା ପାଢ଼ୀ
ଯୋଗାଯୋଗ କରନ୍ତୁ

କେତୋଟି ଆଭାସ ଗପ

ଗପ ସବୁବେଳେ କାହାଣୀ ନୁହେଁ । ଏହା ଅନେକ ସମୟରେ ଏକ ଆଭାସ ବା ଇଙ୍ଗିତ ବି ହୋଇପାରେ ।


**୧. ମୁକ୍ତି** ଆଷାଢ଼ ଆକାଶରୁ ବର୍ଷାବିନ୍ଦୁ ହୋଇ ଝରି ପଡ଼ିଲେ ମେଞ୍ଚେ ଖୁସି । ମେଘମୁକ୍ତ ହେବାର ଇଚ୍ଛାରେ ଖସି ପଡ଼ିଥିବା ସେ ଖୁସିମାନଙ୍କୁ ଆଞ୍ଜୁଳାରେ ଗୋଟେଇ ନେଇ ମାଆ ମୋର ଉଡ଼େଇ ଦେଲା ଅସୀମ ଦିଗବଳୟ ଆଡ଼େ । ମୁକ୍ତିର ଆନନ୍ଦରେ ବିଭୋର ହୋଇ ସେମାନେ ଏଥର ଡେଣା ଲଗେଇ, ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଡ଼ିଗଲେ ଆପଣା ଆପଣା ସ୍ଵପ୍ନର ଇଲାକା ଆଡ଼େ । **୨.ନିଦ**

"କେତୋଟି ଆଭାସ ଗପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ