
ସବୁ ସହରର ସ୍ମୃତି ଥାଏ । ଆଉ ଥାଏ ବି ସହରଟିଏ ଆମ ସ୍ମୃତିରେ । କିଛି ସହର ଜନ୍ମସ୍ଥାନ ବୋଲି ପ୍ରିୟ ହୋଇଥାଆନ୍ତି ତ କିଛି କର୍ମସ୍ଥାନ ବୋଲି । ଆଉ କିଛି ସହର ବିଶେଷ କିଛି କାରଣ ନ ଥାଇ ଖାଲି ଖାଲିରେ ବି ପ୍ରିୟ ସହରର ଜାଗା ମାଡ଼ି ବସିଥାଆନ୍ତି ହୃଦୟରେ । ମୋ ପାଇଁ ଭୁବନେଶ୍ୱର ବିନା କାରଣରେ ଭଲ ଲାଗୁଥିବା ସେମିତି ଏକ
"ସ୍ମୃତିରେ ସହର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |