ଛଉର ଛଟକ

ଏ ଭିତରେ ମୟୂରଭଞ୍ଜ ଛଉରେ ରୀତିନୀତିରେ ଅନେକ ପରିବର୍ତ୍ତନ ଆସିଛି ହେଲେ ବଦଳିନି ତାଳ, ଲୟ, ଅଙ୍ଗଭଙ୍ଗୀ । ମୟୂରଭଞ୍ଜ ଛଉକୁ ଲୋକନୃତ୍ୟ କୁହାଯାଉଥିଲେ ମଧ୍ୟ ତାକୁ ନିରିଖେଇ ଦେଖିଲେ ବୁଝାପଡିବ ଏହା କେବଳ ଗୋଟିଏ ଲୋକନୃତ୍ୟ ନୁହେଁ ବରଂ ଏହା ଅନେକ ଲୋକନୃତ୍ୟର ସମାହାର ।


ଫଟୋ - ସୁମିତ୍ରା ପାଢୀ
ଆଞ୍ଚଳିକ ଲଳିତକଳା କେନ୍ଦ୍ରରେ କେତକୀ ଫାଉଣ୍ଡେସନ୍ ଆୟୋଜିତ “ଆଇ ଆମ୍ ଉଇଥ୍ ନେଚର୍” ପ୍ରଦର୍ଶନୀର ଶେଷ ଦିନରେ ମୋର ଦେଖା ହୋଇଥିଲା ଛଉ ନୃତ୍ୟଶିଳ୍ପୀ ପ୍ରଦ୍ୟୁମ୍ନ ମହାନ୍ତଙ୍କ ସହ । ଭଲ ଲାଗିଥିଲା ମୋତେ ତାଙ୍କର ଶିବ ତାଣ୍ଡବ । ସେ ପ୍ରାୟ ଦୁଇ ବର୍ଷ ତଳର କଥା । ପ୍ରଦ୍ୟୁମ୍ନଙ୍କ ସହ ମୟୂରଭଞ୍ଜ ଛଉ ବିଷୟରେ ଓ ତାଙ୍କ ଶିଳ୍ପୀ ଜୀବନ ବିଷୟରେ କେତେନା କେତେ କଥାବାର୍ତ୍ତା ହୋଇଛି

"ଛଉର ଛଟକ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ