ବିରିୟାନୀ

ପର୍ସିଆରୁ ହିଁ ଭାରତକୁ ବିରିୟାନୀ ଆସିଛି ମୋଗଲମାନଙ୍କ ସହ ଓ ପରେ ମୋଗଲ୍ ରୟାଲ୍ କିଚେନ୍‌ରେ ଏହାକୁ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଛି ।


ଚିକେନ୍ ବିରିୟାନୀ ମୋର ପ୍ରିୟ ଖାଦ୍ୟ ତାଲିକାରେ ସବୁଠାରୁ ଆଗରେ ରହିବ । ହାଇଦ୍ରାବାଦରେ ରହୁଥିବାବେଳୁ ହିଁ ପ୍ରକୃତରେ ମୁଁ ଏକଦା ବିରିୟାନୀର ପ୍ରେମରେ ପଡିଥିଲି । କେବଳ ମୋର ନୁହେଁ ଆଜିକାଲିର ପିଲାଙ୍କର ସବୁଠୁ ମନପସନ୍ଦର ଖାଦ୍ୟର ଜାଗାଟା ଆବୋରି ବସିଛି ବିରିୟାନୀ । ଭାରତରେ ଲଗାତାର୍ ଗତ ତିନିବର୍ଷ ଧରି ଜମାଟୋ ଓ ସ୍ୱିଗିରେ ସବୁଠୁ ଅଧିକ ବରାଦ୍ ହେଉଥିବା ଖାଦ୍ୟ ହେଉଛି ବିରିୟାନୀ । ଖାଲି

"ବିରିୟାନୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ