ଚିତ୍ର

ନୂଆ ପ୍ରଜନ୍ମର ଓଡିଆ କବିତାରେ ବ୍ୟାପ୍ତି ଓ ଗଭୀରତାର ଅନୁଭବ ରହିଛି। ସେହି କ୍ରମରେ ସୁଜିତ ସତପଥିଙ୍କ କବିତା ଏକ ବିକଳ୍ପ ବାସ୍ତବତାର ଚିତ୍ରାୟନ କରିଥାଏ ।


ଚିତ୍ର: ଭିନସେଣ୍ଟ ଭାନଗଗ, ସ୍କେଚ, ୱିକି କମନ୍ସ
ଆଂକି ପାରିଲି ନାହିଁ ଚିତ୍ର ଦୃଶ୍ଯ ଏବେ ଦୃଶ୍ୟାନ୍ତର ଦେହ ଏବେ ଦେହାତୀତ ନିଜସ୍ବ ବି ଏବେ ସ୍ବକୀୟତା ତମର ତମେ ରଂଗ ଦେଉଛ ରଂଗରେ ପ୍ରଜାପତି ଆହୁରି ରଂଗୀନ ଦିଶୁଛି ରଂଗରେ ସାଦାପୃଷ୍ଠା ଅଦୃଶ୍ୟ ଶବ୍ଦରେ ପୂରି ଉଠୁଛି ଆଉ ତମର ପାପୁଲିରେ ରଂଗ କେବେ ନଥିବା କାନଭାସର ରୂପ ନେଇଛି ଯେବେ

"ଚିତ୍ର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ