ଡେଣା

କୋମଳ ପର ପିଠିରେ ଡେଣା ହେବା ଆଗରୁ ଗୋଟେ ଲମ୍ବା ସଂଘର୍ଷ ଅପେକ୍ଷା କରିଥାଏ ନାରୀ ପାଇଁ । ଧର୍ମ ଓ ନୈତିକତାର ବନ୍ଧନୀକୁ ଭାଙ୍ଗି ଡେଣା ପିନ୍ଧିବାର ସାହସ ଇ ନାରୀତ୍ଵ ।


ଫଟୋ - ୱିକି କମନ୍ସ
ମୁଁ ଜନ୍ମ ହେଲା ପରେ କିଏ କୋଉଠି ମିଠେଇ ବାଣ୍ଟିଥିଲେ ସେ କଥା ମୁଁ ଜାଣେନା, ମୋର ମନେ ଅଛି ଏତିକି ଯେ ପାଞ୍ଚବର୍ଷ ପରେ ମୋତେ ଗୋଟେ କଳାକନା ପିନ୍ଧିବାକୁ କୁହାଗଲା ଯାହାର ନାଁ ଥିଲା ହିଜାବ,

"ଡେଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ