ଅଗ୍ନି ଓ ଅସ୍ତ୍ର

ବାରମ୍ବାର ଜଳି ପୁଣି ଜନ୍ମନେବାର ଏ କବିତ୍ଵ । ଲୁହକୁ ଲାଭାଗ୍ନିରେ ରୂପାନ୍ତରିତ କରିପାରୁଥିବା ଏ ଏକ ସାର୍ଥକ କବିତା ।


ଅଗ୍ନି ବୋଲି ଉଚ୍ଚାରି ଦେଲେ ଖାଲି ଦେହସାରା ନିଆଁ ଲାଗେନା, ଯଦି ସତରେ ପୋଡି ଯିବାର ଅଛି, ତେବେ ଶବ୍ଦ ଧନୁକୁ ମୁକ୍ତି ଦିଏ ! ଆଗ୍ନେୟାସ୍ତ୍ର କେବଳ ଗୋଟେ ପୁରାଣ କାହାଣୀ, ଯେ କହିଛି, ସେ କେବେ ପରଖିନି ନାରୀର ଲୁହ ସେ ଦେଖିନି କେତେ ନିଆଁକୁ ଏକାଠି କରି ଜଳିଗଲେ ସେଥିରୁ ବାହାରେ

"ଅଗ୍ନି ଓ ଅସ୍ତ୍ର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ