ଗଙ୍ଗା: ଏକ ଅନ୍ତରଙ୍ଗ ଆଳାପ

ଏତେ କେମିତି ଏକାପରି ଦିଶୁଛନ୍ତି ଗଙ୍ଗା ମୋ ଭିତରେ ଅଭେଦତାରେ ? ମୁଁ ତ ହାଡ, ମାଂସ, ରକ୍ତର ନାରୀଟେ ଆଉ ଗଙ୍ଗା ଯେ ନଦୀ ! ପାଣିର ଆକାର ତଳୁ ଗଙ୍ଗା ମୂର୍ତ୍ତିମୟୀ ହେଉଥିଲେ । ଟିଭିରେ ଦେଖିଲା ପରି ଦୁଧରଙ୍ଗର ବସ୍ତ୍ରାବୃତା ନଥିଲେ ପରନ୍ତୁ ବେଶ ମଳିନ ବେଶପାଟୀ ।


ଫଟୋ - ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
ମୁଁ ଗଙ୍ଗାଙ୍କୁ ପଢିଥିଲି, ଚିହ୍ନିଥିଲି, ଲେଖିଥିଲି । ହେଲେ ଆଜି ଗଙ୍ଗାଙ୍କୁ ବୁଝିଲି । ଗଙ୍ଗା କୂଳକୁ ଗଲାବେଳେ ପ୍ରବଳ ଶଙ୍କା ଥିଲା । ଗଙ୍ଗାଙ୍କୁ ନେଇ କବିତା ଲେଖି ସାରିଛି, ନଦେଖି, ମୋର ଗଙ୍ଗାଙ୍କୁ ବୁଝିବାରେ ଭୁଲ ହେଇଯାଇନି ତ ? ଯଦି ମୋ ଲେଖାର ଗଙ୍ଗା ଓ ଅନୁଭବର ଗଙ୍ଗା, ଅଲଗା ଦିଶନ୍ତି ତେବେ କଣ କରିବି ? କବିତା ସବୁ ଯେ ପ୍ରକାଶିତ

"ଗଙ୍ଗା: ଏକ ଅନ୍ତରଙ୍ଗ ଆଳାପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ