ଓଡିଆ ଗଜଲ: ଶବ୍ଦ ସଵୁ ଅଣସର ଘରେ

"ଶବ୍ଦ ସବୁ ଅଣସର ଘରେ", ନୂଆ ପ୍ରଜନ୍ମର ଶକ୍ତିଶାଳୀ କବି ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ଓଡିଆ ଗଜଲ ଗୁଡିକର ଏକ ସଂକଳନ । ଏହି ସଙ୍କଳନକୁ ନେଇ ଶୁଭ ନାରାୟଣ ସ୍ଵାଇଁଙ୍କ ସମୀକ୍ଷା ।


ଵହି: ଶବ୍ଦ ସବୁ ଅଣସର ଘରେ, ପ୍ରକାଶକ: ବର୍ଷା ପବ୍ଲିକେସନ୍, ପୃଷ୍ଠା ସଂଖ୍ୟା: ୯୦, ମୂଲ୍ୟ: ୧୨୦ ଟଙ୍କା ମାତ୍ର
ଗଜଲ ସମ୍ପର୍କରେ ମୋର ଜ୍ଞାନ କହିଲେ ଶୂନ୍ୟ ଠାରୁ ଆହୁରି ହଜାରେ କି ଦୁଇ ହଜାର ତଳେ ହେବ । ଗଜଲ୍ ସମ୍ପର୍କରେ ମୁଁ କିଛିବି ଜାଣେନା, ନିହାତି ମୁର୍ଖଟାଏ ମୁଁ । ତଥାପି କେଜାଣି କାହିଁକି ଗଜଲ ଶୁଣିବାକୁ ମୋତେ ଭଲ ଲାଗେ, ଯଦିଓ ମୁଁ ଜାଣେନା ଗଜଲର ଅର୍ଥ କଣ, ନିୟମ କଣ ଓ ଗଜଲର ଧାରା କଣ । ତଥାପି ମୋତେ ଭଲ ଲାଗେ ଗଜଲ

To continue reading "ଓଡିଆ ଗଜଲ: ଶବ୍ଦ ସଵୁ ଅଣସର ଘରେ", login now.

This page has been protected for subscriber only.

Report an Error