
ଆଜି ନୁହେଁ, ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେଵ ମୁଁ ପଢି ଆସୁଛି କଵି ରଵି ଶତପଥୀଙ୍କ କଵିତା ସଵୁ । ତେଵେ ମୋର ଯାହା ଅନୁଭବ ହୁଏ,
କଵି ରଵି ଶତପଥୀଙ୍କ କଵିତାରେ ଛନ୍ଦ ନୁହେଁ, ଛନ୍ଦର ଵାସ୍ନାକୁ ଅନୁଭବ କରି ହୁଏ । ତାଙ୍କ କଵିତାରେ ଖାଲି ଗୋଟିଏ ଆବେଗ ନୁହେଁ, ଅନେକ ଭାଵାଵେଗର କାନଭାସ୍ ଦିଶେ, ଦେଖି ଵି ହୁଏ ରୋମାଣ୍ଟିକ୍ ଭାବଧାରାର କିଛି
To continue reading "ଅଵୁଝା ପକ୍ଷୀର ଗୀତ: ଏକ ସ୍ଵୀକାରୋକ୍ତି", login now.
This page has been protected for subscriber only.