ବାତ୍ୟା ର ବିଭୀଷିକା

ଲହଡି ର ତାଳେ ତାଳେ ବୋହୁଛି ପବନ ଅଟ୍ଟହାସ୍ୟ କରୁଅଛି ନୀଳିମା ଗଗନ


ଲହଡି ର ତାଳେ ତାଳେ ବୋହୁଛି ପବନ ଅଟ୍ଟହାସ୍ୟ କରୁଅଛି ନୀଳିମା ଗଗନ ପବନର ବେଗ ସତେ ଅସମ୍ଭାଳ ହେଲା ଘର ଦ୍ୱାରା ଗଛ ନଦୀ ବନ୍ଧକୁ ଭାଙ୍ଗିଲା ହାହାକାର ଚାରିଆଡେ ପଡୁଛି ଭାଳେଣି ପଶୁପକ୍ଷୀ ନର ଶବ ହେଉନାହିଁ ଗଣି ଛୁଆ କାନ୍ଦେ ରାହା ଧରି ବିଜୁଳି ଧ୍ୱନିରେ

"ବାତ୍ୟା ର ବିଭୀଷିକା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ